ଆଜିର ତାଜା ଖବର.... ଆମ ଓଡିଆ ଟୋକା ବୁଦ୍ଧିଆ ସିଂ ଆପଣକୁ ମନେ ଅଛି ନା Budhia Singh?
ଆଜିର ତାଜା ଖବର....ଆମ ଓଡିଆ ଟୋକା ବୁଦ୍ଧିଆ ସିଂ ଆପଣକୁ ମନେ ଅଛି ନା ?ଆରେ ଆମ ଦେଶରେ ଜଲଦି ଭୁଲିଯାଆନ୍ତି,ଆମ ଏହି ଟୋକା 5 ବର୍ଷରେ 55 କିଲୋମିଟର ଦୂର ଦୌଡି ତାଙ୍କ ନାମ ଲିମ୍କା ବୁକ୍ସ୍ ଅଫ୍ ୱ୍ଆର୍ଡସ୍ ରେକର୍ଡ ରେ ସ୍ଥାନ ପାଇଛି।ଯିଏ ଆମକୁ ଅଲମ୍ପିକ୍ ରେ ସ୍ବର୍ନ୍ନ ପଦକ ଆଣିବ ବୋଲି ଆଶାରଖିଥିଲୁ, ଆଜି ଆମ ସରକାର ର ଅବହେଳା ପାଇଁ ଆଜି ନାମ ହଜିଯାଇଛି,ପ୍ରସିକ୍ଷକ ବିରଞ୍ଚି ଦାସଙ୍କ ପରେ ଆଜି ଏ ବାଳକ ଅନ୍ଧାର ଭିତରେ ଚାଲିଯାଇଛି.ଆଜି ମିଡିଆ ବି ଏ ଖବରକୁ ଅଣଦେଖା କରୁଛି,ଆପଣ ମାନକୁ ଅନୁରୋଧ ଯେ ଏହି ଛୋଟିଆ ଶେୟର ବୁଦ୍ଧିଆ ସିଂ କୁ ଆଗକୁ ବଢ଼ିବାରେ ସହଯୋଗ କରିପାରିବେ ।
Kindly this news