ଜୀବନର ପୁଣି ଏକ ବର୍ଷ କମ୍ ହେଇଗଲା ।
କିଛି ପୁରୁଣା ସ୍ମୃତି ପଛରେ ରହିଗଲେ...
କିଛି ସ୍ବପ୍ନ ହୃଦୟରେ ରହିଗଲେ...
କିଛି ନମାଗି ମଧ୍ୟ ଅନେକ ମିଳିଛି...
କିଛି ଛାଡି କି ଚାଲି ଯାଇଛନ୍ତି...
କିଛି ନୂଆ ମିଶିବେ ଏଇଥର...
କିଛି ମୋ ଉପରେ ବହୁତ ରାଗିଛନ୍ତି...
କିଛି ମୋ ଉପରେ ଖୁସି ହେଇଛନ୍ତି...
କିଛି ମୋ ସହ ମିଶି ମଧ୍ୟ ଭୁଲି ଯାଇଛନ୍ତି...
କିଛି ମୋତେ ଆଜି ମଧ୍ୟ ମନେ ପକାଉଛନ୍ତି...
କିଛି ମଧ୍ୟ ହେଇପାରନ୍ତି ଅଜଣା...
କିଛି ମଧ୍ୟ କରୁଛନ୍ତି ବିରକ୍ତିପ୍ରକାଶ...
କିଛି ମୋ ଅପେକ୍ଷାରେ ଅଛନ୍ତି...
କିଛି ମୁଁ ଅପେକ୍ଷାରେ କରିଛି...
କିଛି ଠିକ୍, କିଛି ମଧ୍ୟ ଭୁଲ୍
କିଛି ଭୁଲ୍ ହୋଇଥାଏ ତ କ୍ଷମା 🙏🏻 କରିଦେବ ଆଉ କିଛି ଭଲ ଲାଗେ ତ ମନେ ପକାଇବେ।
ସମୟ ଆସିଛି, ଅନେକ କିଛି ପାଇ- ଅନେକ କିଛି ହରେଇଥିବା ବର୍ଷ ୨୦୧୫କୁ ବିଦାୟ ଦେବାର..….।
Share this Photo For Your friends
Mana hue amania,
Pada hue bata bana,
Premara ei pahili anubhuti,
Laguchhi aji nua nua.
New Year 2016 SMS Quotes in Oriya
Share this Photo For Your friends
D old Year has gone,
Let d dead past bury its own dead,
D New Year has taken possession of d clock of time,
All hail d duties nd possibilities of d cumng 12 mnths.
New Year 2016 SMS Quotes in Oriya
Share this Photo For Your friends
Choitrer rater sheshe,
Surjo ashe notun beshe,
Shei surjer rongin aalo,
Muchhe dik jiboner sokol kalo.
New Year 2016 SMS Quotes in Oriya
Share this Photo For Your friends
Mana hue amania,
Pada hue bata bana,
Premara ei pahili anubhuti,
Laguchhi aji nua nua.
New Year 2016 SMS Quotes in Oriya
Share this Photo For Your friends
asha, natun pran, natun sure natun gaan
natun jiboner natun alo
Natun bochhor katuk bhalo.
Subho Noboborsho 2016
Happy New Year
Share this Photo For Your friends
Fortunate is d one.
Who has learned 2 admire, Bt not 2 envy.
Gud wishes 4 a joyous New Year,
Wid a plenty of peace nd prosperity.
New Year 2015 SMS Quotes in Oriya
Share this Photo For Your friends






